ଅସ୍ୱାଭାବିକ ଭାବେ ବଢୁଛି ମୁଣ୍ଡ, ବଙ୍କା ହେଇଯାଉଛି ଶରୀର । ସାଙ୍ଗସାଥି ସହ ଖେଳି ସମୟ ବିତାଇବା ଯାଗାରେ ଜୀବନ ସହ ସଂଘର୍ଷ କରୁଛି ବାଲେଶ୍ୱର ସଦର ବ୍ଲକ ପଦ୍ମପୁର ଗ୍ରାମର 7ବର୍ଷର ଝିଅ ଗାୟତ୍ରୀ ପାତ୍ର । ଗାୟତ୍ରୀ ହାଇଡ୍ରୋସେଫାଲସ ରୋଗରେ ପିଡୀତ ହୋଇଥିବା ଡାକ୍ତର କହିଥିବାବେଳେ ଚିକିତ୍ସାରେ ବାଧକ ସାଜିଛି ଅର୍ଥ ...
#ArgusNews #Odisha #Balasore #littlegirl #hydrocephalus