କାଳିଆ ଯୋଜନାରେ ଟଙ୍କା ପାଇଛନ୍ତି କି ? ଟଙ୍କା ଫେରାଇବାକୁ ମୋବାଇଲ୍ କୁ ମେସେଜ୍ ଯାଇଛିକି? ଘରକୁ ନୋଟିସ୍ ଯାଇଛିକି? ତେବେ ଆପଣ ଜଦି ଯୋଗ୍ୟ ହୋଇ ମଧ୍ୟ ନୋଟିସ୍ ଯାଇଛି ତେବେ ଏନେଇ ଅଭିଯୋଗ ଶୁଣିବେ ସରକାର । ସାରା ରାଜ୍ୟରେ ଚାଷୀମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସରକାରୀ ସ୍ତରରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି....
#TheArgus #Odishanews #Kalia_Money