ପେଟ ଚିନ୍ତା । ଜରିମେଢ ତିଆରି କଲେ ପେଟ ପୂରୁଥିଲା । କିନ୍ତୁ ଏବେ କରୋନା ପାଇଁ ବନ୍ଦ ହୋଇପଡିଛି ପୂଜାପର୍ବାଣୀ, ଆଉ ବନ୍ଦ ହୋଇପଡିଛି କାରିଗରଙ୍କ ବେପାର । ଏବେ କେମିତି ପରିବାର ପୋଷିବେ ତାହାକୁ ନେଇ ଚିନ୍ତାରେ କଟକର ଜରିମେଢ କାରିଗର ।...
#ArgusNews #Odisha #Cuttack #Jarimedha