2ବର୍ଷ ବତିବାକୁ ବସିଲାଣି, କିନ୍ତୁ ଏଯାଏ ଅନେକ ଫନି କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିନି ସହାୟତା । କ୍ଷତିଗ୍ରସ୍ତ ତାଲିକାରେ ଅନେକଙ୍କୁ ଅନ୍ତର୍ଭୁକ୍ତ କରାଯାଇନି । ଫଳରେ ସହାୟତା ନପାଇ ଆଜିବି ଖରା, ବର୍ଷା ସହି ଖୋଲା ଆକାଶ ତଳେ ଅନେକ ପରିବାର....
#ArgusNews #Odisha #Puri #Gop #Fani #Damaged #Uttardayi