#ନାଁ_ଯେମିତି_ଜୀବନ_ସେମିତି
#ଅଭାଗିନୀ_ନାଁ_କିଏ_ରଖିଥିଲା_କେଜାଣି
୧୬ ବର୍ଷ ବୟସର ନାବାଳିକା ଅଭାଗିନୀ । ପିଲାଟି ଦିନରୁ ମାଆଙ୍କୁ ହରାଇ ପରିବାରର ବୋଝ ନିଜ ମୁଣ୍ଡକୁ ନେଇଥିଲେ । ଅଭାଗିନୀର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେ ହୃଦରୋଗରେ ଆକ୍ରାନ୍ତ ହୋଇ ଥିବା ଡାକ୍ତର କହିଥିଲେ....
#ArgusNews #Odisha #Ganjam #Khallikote #Asahaya #Heart_Patient