ହସ୍ପିଟାଲରୁ ରୋଗୀଙ୍କୁ ଧରି ସମ୍ପର୍କୀୟ ଛୁ’ ! ଷ୍ଟ୍ରେଚରରେ ରୋଗୀଙ୍କୁ ଧରି ବୁଲିଲେ ସହର ! ଭୂତ ଲାଗି ଥିବାରୁ ବାବାଙ୍କ ପାଖକୁ ନେଇ ଯାଇଥିବା କହିଲେ ରୋଗୀଙ୍କ ସମ୍ପର୍କୀୟ । ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାକୁ ଉଠିଲା ପ୍ରଶ୍ନ । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ପୁଣି ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳିଛି ....
#Argusnews #Odisha #Dhenkanal #Hospital_Irregularities