ସବୁଠି ଚାଲିଛି ପିସି କାରବାର । ପଞ୍ଚାୟତଠୁ ନେଇ ବ୍ଲକ ଓ ଜିଲ୍ଲା ପର୍ଯ୍ୟନ୍ତ ସବୁ ସରକାରୀ ବାବୁଙ୍କୁ ଦରକାର ପରସେଣ୍ଟେଜ । ବିନା ପିସିରେ ଏକ ଟଙ୍କାର ବିଲ ପାଶ୍ କରାଇବା ମୁସ୍କିଲ । ଏ କଥା ଆମେ କହୁନୁ ଏକଥା କହୁଛନ୍ତି ଖୋଦ ସରକାରୀ ବାବୁ । ତେବେ ଶୁଣନ୍ତୁ ସରକାରୀ ବାବୁ ବଖଣୁଥିବା ପିସି କାରବାର କାହାଣୀ...
#ArgusNews #OdishaNews #Khurda #PC