ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବୈରାସର ଗ୍ରାମରେ ବିଶୁଦ୍ଧ ପାନୀୟ ଜଳର ଉତ୍କଷ୍ଟ ଅଭାବ ଦେଖା ଦେଇଛି । ଏହି ଗ୍ରାମରେ ପ୍ରାୟ ଦୁଇହଜାର ଲୋକ ବସବାସ କରୁଥିବା ବେଳେ ପିଇବା ପାଣିର ଅଭାବ ଯୋଗୁଁ ଆଜି ଗ୍ରାମର ମହିଳାମାନେ ଗରା ,ବାଲଟି ଧରି ଗ୍ରାମରାସ୍ତା ଅବରୋଧ କରିଛନ୍ତି ....
#ArgusNews #Odisha #Bolangir #Loisingha #WaterProblem #roadstrike