ପଦବୀ ବିବରଣୀ....
ଆସୋସିଏଟ ସିଭିଲ - ୨
ଆସୋସିଏଟ ମେକାନିକାଲ - ୨
ଆସୋସିଏଟ - ୭
ଇଛୁକ ପ୍ରାର୍ଥୀ ମାନେ ୨୦ ଏପ୍ରିଲ ପୂର୍ବରି ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା - ଆସୋସିଏଟ ସିଭିଲ ପାଇଁ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରେ କିମ୍ବା ସଂସ୍ଥାରୁ ମେକାନିକାଲ ଇଂଜିନିୟରିଂରେ ବିଇ କିମ୍ବା ବିଟେକ ଡ଼ିଗ୍ରୀ ହାସଲ କରିଥିବା ଜରୁରୀ ।
ବୟସ ସୀମା - ଇଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ସର୍ବାଧିକ ବୟସ ୬୪ ବର୍ଷ କରାଯାଇଛି । ସଂରକ୍ଷିତ ବର୍ଗ ପ୍ରର୍ଥୀଙ୍କୁ ବୟସ ସୀମାରେ ଛାଡ଼ ମିଳିବ ।
ଆବେଦନ ଶୁଳ୍କ - ଆବେଦନ କରିବା ପାଇଁ ଇଛୁକ ପ୍ରର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ ।