୦.୬୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଫ୍ଲେକ୍ସିପେ, ଏନଆରଆଇ, ଦରମା ଶ୍ରେଣୀ ସହିତ ସମସ୍ତ ହୋମ ଲୋନ ପାଇଁ ବୈଧ। ହୋମ ଲୋନ ଉପରେ ସୁଧ ହାର ସିଭିଲ ସ୍କୋର ଉପରେ ନିର୍ଭର କରେ। ବର୍ତ୍ତମାନ ଏହି ଲାଭ ଉଠାଇବାକୁ ଗ୍ରାହକଙ୍କୁ ଆଉ ମାତ୍ର ୨ ଦିନ ଅଛି।
ସିଭିଲ ସ୍କୋର କଣ?
ସିବିଲ ସ୍କୋର ହେଉଛି ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟା, ଯାହା କୌଣସି ବ୍ୟକ୍ତିର ଆର୍ଥିକ ବିଶ୍ୱସନୀୟତା ଏବଂ ଇତିହାସ ବିଷୟରେ କହିଥାଏ। ଏହା ୩୦୦ରୁ ୯୦୦ ମଧ୍ୟରେ ମାପ କରାଯାଏ। ହୋମ ଲୋନ, ବ୍ୟକ୍ତିଗତ ଲୋନ, କ୍ରେଡିଟ୍ କାର୍ଡ ଏବଂ କାର୍ ଲୋନ ଇତ୍ୟାଦି ନେବାବେଳେ ସିବିଲ ସ୍କୋର ବ୍ୟବହୃତ ହୁଏ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: