ଆମକୁ ଆମ ନୀତିଶିକ୍ଷାର ପ୍ରମାଣ କେବେ ଦେବାକୁ ପଡେନାହିଁ । ଏହାର ଏକ ଉଦାହରଣ ଏହି ପଥରରେ ଖୋଦିତ ହୋଇଥିବା ରାମାୟଣର ଚରିତ୍ର ମାନଙ୍କ ପାଖରୁ ସ୍ପଷ୍ଟ ବାରି ହୋଇପଡେ । ଗଛଲତାର ଆଢୁଆଳରେ ଏହି ମୂର୍ତ୍ତି ଗୁଡିକ ସୁନ୍ଦର ଭାବରେ ସଜାଇ ହୋଇ ରହିଛନ୍ତି । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଯେଉଁମାନେ କୁହନ୍ତି ରାମାୟଣ, ମହାଭାରତର ବର୍ଣ୍ଣିତ ଚରିତ୍ର ଗୁଡିକର ପ୍ରମାଣ ନାହିଁ,ସେସଵୁ ଏକ କଳ୍ପନା ମାତ୍ର । ସେମାନଙ୍କ ଉକ୍ତିକୁ ଭୁଲ ପ୍ରମାଣ କରିବାର ଏହା ଏକ ଜ୍ଵଳନ୍ତ ପ୍ରମାଣ । ଯେଉଁ ଘଟଣାଟି ବାସ୍ତବରେ ଅଦ୍ଭୁତ ଏବଂ ଅବିଶ୍ଵସନୀୟ ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।