ଏନେଇ ସୂଚନା ଦେଇଛି ମହାରାଷ୍ଟ୍ର ପୋଲିସ୍ । ପୋଲିସ୍ , ଟିଭି ଅଭିନେତ୍ରୀଙ୍କ ରିପୋର୍ଟକୁ ନେଇ ଆଇପିସି ବିଭାଗ ଅଧିନରେ ଏକ ମାମଲା ରୁଜୁ କରିଛି । ଏବେ ଏହି ମାମଲାର ତଦନ୍ତ ଜାରି ରହିଛି ।
ଅନ୍ୟପଟେ ଏହି ଟିଭି ଅଭିନେତ୍ରୀ ଜଣକ କିଏ ତାହାର ସ୍ପଷ୍ଟ ସୂଚନା ମିଳିନାହିଁ ।
ମୁମ୍ବାଇ: ଠକାମୀର ଶିକାର ହୋଇଛନ୍ତି ଜଣେ ଅଭିନେତ୍ରୀ । ମୁମ୍ବାଇର ଓସିୱାରା ପୋଲିସ୍ ଷ୍ଟେସନରେ ଜଣେ ଟିଭି ଅଭିନେତ୍ରୀ ଏକ ମାମଲା ରୁଜୁ କରିଛନ୍ତି । ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବକ ତାଙ୍କ ସହ ଅନେକ୍ ଥର ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଛନ୍ତି ।