ସବୁଥର ଭଳି ଏଥର ମଧ୍ୟ ହିନାଙ୍କ ଏହି ଫଟୋକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ଏହା ସହିତ ଫ୍ୟାନ୍ସମାନେ ନିଜ ନିଜର ରିଆକ୍ସନ ଦେବାରେ ଲାଗିଛନ୍ତି ।
ଫ୍ୟାନ୍ସଙ୍କ ହୃଦୟ ଜିତୁଛି ହିନାଙ୍କ ଏହି ଫଟୋସୁଟ୍

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରୁହନ୍ତି ହିନା ଖାନ୍ । ସବୁବେଳେ ତାଙ୍କର କୌଣସି ନାଁ କୌଣସି ପୋଷ୍ଟ , ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳେ । ନିକଟରେ ତାଙ୍କର ତାଙ୍କର ଏକ ଲାଟେଷ୍ଟ ଫଟୋସୁଟ୍ ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଏଥିରେ ହିନାଙ୍କୁ ଲୁକ୍ ଏକଦମ୍ ଜବରଦସ୍ତ ରହିଛି । ହିନା ଖାନ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ସେ ଏହି ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ବଟରଫ୍ଲାଇ’ ।
Download Argus News App
