ତାଙ୍କର ଏହି ଲାଟେଷ୍ଟ ଫଟୋକୁ ଫ୍ୟାନ୍ସମାନେ ବେଶ ପ୍ରଶଂସା କରୁଛନ୍ତି । ଏହା ସହିତ ସମସ୍ତେ ନିଜ ନିଜର ରିଆକ୍ସନ ମଧ୍ୟ ଦେଉଛନ୍ତି । ଜଣେ ୟୂଜର ଲେଖିଛନ୍ତି ଯେ,ଶେହନାଜ୍ ବହୁତ୍ ସୁନ୍ଦର ଲାଗୁଛନ୍ତି । ଆଉ ଜଣେ ଲେଖିଛନ୍ତି, ଚମକୁଥାଅ । ଆଉ ଜଣେ ଲେଖିଛନ୍ତି ଯେ, ସବୁ ପୋଷ୍ଟରେ ତୁମର ଲୁକ୍ ଅଲଗା ଥାଏ । ଭଗବାନ୍ ତୁମର ଭଲ କରନ୍ତୁ । ଏପରି ସମସ୍ତେ ତାଙ୍କ ଫଟୋକୁ ପ୍ରଶଂସା କରି ରିଆକ୍ସନ ଦେଉଛନ୍ତି ।
ଚମକିଲେ ଶେହ୍ନାଜ୍
Download Argus News App
