ବିବାହ ପୂର୍ବରୁ ଏବେ ସଙ୍ଗୀତ ସେରମିନୀ। ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଉଭୟ ଡ୍ୟାନ୍ସ କରୁଥିବା ନଜରକୁ ଆସିଛନ୍ତି। ଏଥିରେ କିଆରା ଶିମରି ଲେହେଙ୍ଗାରେ ନଜର ଆସୁଥିବାବେଳେ ସିଦ୍ଧାର୍ଥ ବ୍ଲାକ ଆଉଟଫିଟ୍ରେ ଅଛନ୍ତି।
ଏବେ ଶୁଣିବାକୁ ମିଳୁଛି କିଆରା-ସିଦ୍ଧାର୍ଥ ଏବେ ସେଲିବ୍ରେଶନ ମୁଡ୍ରେ ଅଛନ୍ତି। ଉଭୟ ପଞ୍ଜାବୀ –ଏବଂ ସିନ୍ଧି ରୀତିନୀତିରେ ବିବାହ କରିବେ। ଆଜିର ଏହି ସେରିମନୀରେ ରାଜପୁତ ମାନଙ୍କର ଲଜିଜ୍ ବ୍ୟଞ୍ଜନ ସବୁ ଅତିଥିମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏହି ବ୍ୟଞ୍ଜନରେ ଦାଲ ଭାଟି ଚୁରମା ସମେତ ୮ପ୍ରକାର ଚୁର୍ମାକୁ ସାମିଲ କରାଯାଇଛି।