ଆପଣଙ୍କୁ ଏଥିପାଇଁ ପ୍ରାୟ ୫ ଲକ୍ଷ ୭୬ ହଜାରଟଙ୍କା ପ୍ରଦାନ କରାଯାଇପାରେ । କିନ୍ତୁ ଏଠାକାର ପ୍ରଶାସନ ଗୋଟିଏ ସର୍ତ୍ତ ରଖିଛନ୍ତି । ଏଠାରେ ରହିବାକୁ ହେଲେ ଆପଣଙ୍କୁ ନିଜ ସର୍ ନେମ୍ ପରିବର୍ତ୍ତନ କରିବାକୁ ପଡ଼ିବ । ଏଠାରେ ନିଜର ସର୍ ନେମ୍ ‘ସୁଜୁକୀ’ ରଖିବାକୁ ହେବ । ଏହାସହିତ ୧୮ ବର୍ଷରୁ କମ୍ ବୟସର ପ୍ରତ୍ୟେକ ପିଲାଙ୍କୁ ଅତିରିକ୍ତ ୧ ମିଲିୟନ ଟଙ୍କା ପ୍ରଦାନ କରାଯିବ । ତେବେ ଏହି ସୁଜୁକୀ ହେଉଛି ଜାପାନର ସାଧାରଣ ସର୍ ନେମ୍ ଭିତରୁ ଅନ୍ୟତମ । ଏହା ସୁଜୁକୀର ଜନ୍ମସ୍ଥାନ ବୋଲି ମଧ୍ୟ କୁହାଯାଏ । ତେଣୁ ସୁଜୁକୀକୁ ପ୍ରାଧାନ୍ୟ ଦିଆଯାଇଛି । ଏପରି କରିବା ଦ୍ୱାରା ଆପଣ ସେଠାକାର ବାସିନ୍ଦା ହୋଇଯିବେ। ଏହାସହ ଆପଣଙ୍କୁ ଆପଣଙ୍କର ସର ନେମ ବଦଳାଇବାକୁ ପଡିବ। ଧିରେ ଧିରେ ସମଗ୍ର ଜାପାନରେ, ଏଠାକାର ବାସିନ୍ଦାଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ପାଇଛି । ଯେଉଁଥି ପାଇଁ ସରକାର ଏଭଳି ନିଷତ୍ତି ନେଇଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: