-ନଡିଆରେ ଅଧିକ ମାତ୍ରାରେ ମ୍ୟାଗ୍ନେସିୟମ ଭରି ରହିଥାଏ । ଏହା ସହିତ କାର୍ବୋହାଇଡ୍ରେଟ ଏବଂ ପ୍ରୋଟିନ ମଧ୍ୟ ରହିଥାଏ । ଯାହା ହାଡକୁ ମଜବୁତ୍ କରିବାରେ ସାହାଯ୍ୟ କରେ ।
-ନଡିଆ କ୍ଷୀର ଏବଂ ତେଲ ସ୍ୱାସ୍ଥ୍ୟ ସହିତ ତ୍ୱଚାରେ ଚମକ ଆଣିଥାଏ । ତେଣୁ ଏହାକୁ ବିଭିନ୍ନ ସୌନ୍ଦର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।
-ଉଚ୍ଚ ରକ୍ତଚାପରେ ପୀଡିତ ବ୍ୟକ୍ତି , ଖାଦ୍ୟରେ ନଡିଆକୁ ସାମିଲ କରିବା ବହୁତ୍ ଲାଭଦାୟକ ହୋଇଥାଏ । ନଡିଆ ପାଣିରେ ଥିବା ଭିଟାମିନ୍-ସି, ମ୍ୟାଗ୍ନେସିୟମ୍,ପୋଟାସିୟମ୍ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ ।