ସେହିପରି ଭୁବନେଶ୍ବରରୁ ଆଜି 06 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ 31 ହଜାର 649 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ 73 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ 248 ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ରାଜଧାନୀରୁ ଆଜି 03ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ 06
‘ଅନୁଭବ ପ୍ରଥମେ ମହିଳାଙ୍କୁ ସମ୍ମାନ ଦେଇ ଶିଖନ୍ତୁ’

ଭୁବନେଶ୍ୱର: ଅନୁଭବଙ୍କ ନାଁରେ ବର୍ଷା ତାଙ୍କ ନାରୀତ୍ୱକୁ ଅପମାନ କରିଥିବାର ଏତଲା ଦେବା ପରେ ବିଜେଡି ସାଂସଦଙ୍କ ଏପରି କାର୍ଯ୍ୟକୁ କଡା ନିନ୍ଦା କଲା ବିଜେପି । ପ୍ରତିକ୍ରିୟା ରଖି ଦଳର ବିଧାୟିକା କୁସୁମ ଟେଟେ କହିଛନ୍ତି ବିଜୁ ଜନତା ଦଳ ବାହାରେ କେବଳ ମା’ ଙ୍କୁ ସମ୍ମାନର କଥା କୁହେ । ମାତ୍ର ତାଙ୍କ ନିଜ ଘରେ ଘଟୁଥିବା ଏପରି ପ୍ରମାଣ କରୁଛି ଘଟଣା ମାଙ୍କୁ କିପର
Download Argus News App
