ସେହିପରି ଆଜି ଭୁବନେଶ୍ବରରୁ 10ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ 31 ହଜାର 863ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ 179ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ 250 ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ଚିନ୍ତା ବଢାଉଛି କରୋନା, ରାଜଧାନୀରେ 50 ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା
ପୋଖରୀରୁ ବେଆଇନ ମାଛ ଧରାକୁ ବିରୋଧ କରିବାରୁ ନୂତନ ସରପଞ୍ଚଙ୍କୁ ହତ୍ୟା ଧମକ

ଭଦ୍ରକ : ପୋଖରୀରୁ ବେଆଇନ ଭାବେ ମାଛ ଧରାକୁ ବିରୋଧ କରିବାରୁ ନୂତନ ସରପଞ୍ଚଙ୍କୁ ହତ୍ୟା ଧମକ । ଭଦ୍ରକ ବ୍ଲକ ଅଧିନସ୍ଥ ସାହାଡ଼ା ପଞ୍ଚାୟତରେ ଗତ କିଛି ବର୍ଷ ହେଲା ବେଆଇନ ଭାବେ 10 ଗୋଟି ପୋଖରୀକୁ ନିଲାମ କରା ନ ଯାଇ ମାଛ ଧରା ଯାଉଛି।
ତେବେ ସରପଞ୍ଚ ମାଧବ ମଲ୍ଲିକ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏହି ପ୍ରସଙ୍ଗରେ ପଚାରିବାରୁ ସେ ଏହି ବିଷୟରେ ତଥ୍ୟ ନ ଦେଇ ଓଲଟ
Download Argus News App
