ଅଧିକ ପଢନ୍ତୁ : ଆମେରିକା ବାହାରେ ଭାରତ ବନିବ ୱାଲମାର୍ଟ ପାଇଁ ସବୁଠୁ ବଡ଼ ବଜାର
ଆମେରିକାର ନିୟମ ଅନୁଯାୟୀ, ଟସ୍କୋରେ ସଦସ୍ୟତା କାର୍ଡବିନା କିଣାକିଣି କରିହୁଏନି । ପ୍ରତିଥର ଜିନିଷ କିଣିବା ବେଳେ ତାଙ୍କୁ ସଦସ୍ୟତା କାର୍ଡ ଦେଖାଇ କ୍ୟୁଆର୍ ସ୍କାନ କରିବାକୁ ପଡେ । ତେବେ ସବୁବେଳେ ସେ କୋର୍ଡ ସ୍କାନ କରି ବିରକ୍ତ ହୋଇଗଲେ । ଏହାପରେ ନିଜ ହାତରେ କ୍ୟୁଆର କୋର୍ଡ ଟାଟୁ କରିବା କଥା ଚିନ୍ତା କଲେ । ଏହାପରେ ନିଜ ହାତରେ ସେ କ୍ୟୁଆର କୋର୍ଡ ଟାଟୁ କରିଛନ୍ତି । ଦୋକାନରେ ଯାଇଁ ଜିନିଷ କିଣିବା ପରେ ସେ ହାତ ଦେଖାଇ ସ୍କାନ କରନ୍ତି । ତେବେ ତାଙ୍କୁ ପଚାରିବାରୁ ସେ କୁହନ୍ତି, ଡିଜିଟାଲ ଯୁଗରେ ଫୋନରେ ସେ ସବୁବେଳେ ଟଙ୍କା ନେଣଦେଣ କରନ୍ତି । ହେଲେ ଟସ୍କୋରେ ପ୍ରତିଦିନ କାର୍ଡ ଆଣି ତାଙ୍କୁ ବିରକ୍ତ ଲାଗିବାରୁ ସେ ଦୋକାନର କ୍ୟୁଆରକୁ ହାତରେ କରିଛନ୍ତି ।