ରାଜନୀତି ଖବର ଆହୁରି ପଢନ୍ତୁ
ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ମୁଶରଫ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ ଙ୍କ ପରଲୋକ। ଏନେଇ ସୂଚନା ଦେଇଛି ପାକିସ୍ତାନୀ ଗଣମାଧ୍ୟମ। ମୁଶରଫ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଦୁବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମୁଶରଫ । ତେବେ ଆଜି ତାଙ୍କର ଦେହାନ୍ତ ହୋଇଛି।
ଗତ ୩ ସପ୍ତାହ ଧରି ସେ ଡାକ୍ତରଖାନାରେ ଆଡମିଟ ହୋଇଥିବାବେଳେ ତାଙ୍କ ଶରୀରର ଅଙ୍ଗଗୁଡିକ ଅକାମି ହେଇଯାଇଥିଲା । ୭୯ ବର୍ଷ ବୟସରେ ଶେସ ନିଶ୍ୱାସ ତ୍ୟାଗ କରିଛନ୍ତି ମୁଶରଫ।
Download Argus News App
