ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ଟଏଲେଟ କ୍ଲିନର୍ ସହିତ ମିଶ୍ରିତ ଖାଦ୍ୟ ଦିଆଯାଇଥିଲା । ରାୱଲପିଣ୍ଡିର ଆଡିଆଲା ଜେଲରେ ୧୯୦ ନିୟୁତ ପାଉଣ୍ଡ ଦୁର୍ନୀତି ମାମଲାର ଶୁଣାଣି ବେଳେ ଇମ୍ରାନ ଖାନ ଏହି ଅଭିଯୋଗ ଆଣିଛନ୍ତି ।
ଇମ୍ରାନ ଖାନ କହିଛନ୍ତି ଯେ ବୁଶ୍ରା ବିବିଙ୍କ ଖାଦ୍ୟରେ ଟଏଲେଟ କ୍ଲିନର୍ ମିଶ୍ରିତ ହୋଇଛି ଵୋଲି ତାଙ୍କର ଦେହ ଆଧିକା ଖରାପ ହୋଉଛି ।ଶିଫା ଅନ୍ତର୍ଜାତୀୟ ହସ୍ପିଟାଲରରେ ବୁଶ୍ରା ବିବିଙ୍କ ସ୍ଵାସ୍ଥ୍ୟ କରାଉଵା ପାଇଁ ମୁଖ୍ୟ ଚିକିତ୍ସା ଅଧିକାରୀ ଡ ଅସୀମ ୟୁସୁଫ ଶିଫା ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ହସ୍ପିଟାଲରେ ଏହି ପରୀକ୍ଷା କରିବାକୁ ପିଟିଆଇ ନେତା ଅଭିଯୋଗ
ଆହୁରି ପଢନ୍ତୁ ବିଦେଶ ଖବର...