ହେଲେ କଥାବାର୍ତ୍ତା ପୂର୍ବରୁ ଜାପୋରିଝଝିଆ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି ରୁଷ୍ । ୟୁରୋପର ଏହା ହେଉଛି ସବୁଠାରୁ ବଡ ନ୍ୟକ୍ଲିୟର ପ୍ଲାଣ୍ଟ। ଏହି ପାଓ୍ବାର ପ୍ଲାଣ୍ଟକୁ ନିଜ ଦଖଲକୁ ନେଇଛି ରୁଷ୍।
ଏପଟେ ଜାପୋରିଝଝିଆ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ଅପିଲ୍ କରିଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା । ଯଦି ଏଠାରେ ବିସ୍ଫୋରଣ ହୁଏ ତେବେ ଚେର୍ଣ୍ଣୋବିଲର ଏହା ୧୦ ଗୁଣ ହେବ ବୋଲି ସେ ସତର୍କ କରାଇଛନ୍ତି।
Ukraine Foreign Affairs Minister Dmytro Kuleba says, "Russian army is firing from all sides upon Zaporizhzhia NPP, the largest nuclear power plant in Europe. Fire has already broken out. If it blows up, it will be 10 times larger than Chernobyl!" pic.twitter.com/e2eC0vkqQj — ANI (@ANI) March 4, 2022