ଅଧିକ ପଢନ୍ତୁ:ଏନଡିଆରଏଫ ପାଇଁ ଆମେ ଗର୍ବିତ- ଅମିତ ଶାହ
ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି । ଉଭୟ ତୁର୍କୀ ଓ ସିରିୟାର ବିଭିନ୍ନ ହସପିଟାଲରେ ଲକ୍ଷାଧିକ ଆହତ ଓ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଏପଟେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ବିଶ୍ୱ ବ୍ୟାଙ୍କ ତୁର୍କୀକୁ 1.78 ଆରବ ଡଲାର ଦେବାପାଇଁ ଘୋଷଣା କରିଛି । ଭାରତ ତୁର୍କୀକୁ ତୃତୀୟ ପର୍ଯ୍ୟାୟ ସହାୟତା ପ୍ରେରଣ କରିଛି ।
ଅଧିକ ପଢନ୍ତୁ: କୁଢ କୁଢ ଶବ ମଧ୍ୟରେ ଉଦ୍ଧାର ହେଲା କଅଁଳିଆ ଜୀବନ