-ଏକ ପାତ୍ରରେ କିଛି ଚିୟା ସିଡ୍ସ, ବେସନ, ଅଲିଭ ଅଏଲ, ଗୋଲାପ ଜଳ ନେଇ ଭଲଭାବେ ମିକ୍ସ କରିବେ । ଏହି ମିଶ୍ରଣକୁ ୧୦ ରୁ ୧୫ ମିନିଟ ପାଇଁ ଛାଡିବେ । ଏହାପରେ ସେଥିରେ ଅଳ୍ପ ମୁଲତାନି ମାଟି ପକାଇ ଗୋଳାଇବେ । ତାପରେ ତ୍ୱଚାକୁ ଭଲଭାବେ ସଫା କରି, ଏହି ମିଶ୍ରଣ ଲଗାଇବେ । ଏହା ଶୁଖିବା ପରେ, ଏହାକୁ ଧିରେ ଧିରେ ମସାଜ କରି ତ୍ବଚାକୁ ଧୋଇବେ ।
ଏପରି କରିବା ଦ୍ୱାରା, ଏହା ତ୍ୱଚାରୁ ଡାର୍କନେସ ଦୂର କରି, ତ୍ୱଚାରେ ପ୍ରାକୃତିକ ଚମକ ଆଣିଥାଏ ।