ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
ସନ୍ଧ୍ୟା ସମୟରେ ଭୋକ ହେଲେ ଡ୍ରାଏ ଫ୍ରୁଟସ୍ ଖାଆନ୍ତୁ କାରଣ ଏଥିରେ ଫାଇବର ପ୍ରଚୁର ପରିମାଣରେ ଯାହା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ହୋଇନଥାଏ । ସନ୍ଧ୍ୟା ସମୟରେ ଗ୍ରୀନ ଟି ପିଅନ୍ତୁ । ଏହାକୁ ପିଇବା ଦ୍ଵାରା ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ । ତା ସହ ସନ୍ଧ୍ୟା ବେଳେ ଗଜା ମୁଗ ଖାଇବା ବହୁର ଭଲ ହୋଇଥାଏ । ପନୀର ଖାଇଲେ ବି ସ୍ୟସ୍ଥ ପ୍ରତି ଭଲ ହୋଇଥାଏ କାରଣ ପନୀନରେ କ୍ୟାଲସିୟମ ଭରପୂର ହୋଇ ରହିଛି । ଆଉ କଦଳୀ ଖାଇଲେ ଅଧିକ ସ୍ୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ ।