ଲକ୍ଷଣ :-
ଯଦି କୌଣସି ଵ୍ୟକ୍ତିର ଅଚାନକ ଵହୁତ ଅଧିକ ଦେହ ଖରାପ ହୋଉଛି ତାସହ ହାତ ଗୋଡ ଶୁଖି ଯାଉଛି ।ପାଦର ନିମ୍ନ ଭାଗରେ ଵି ଵହୁତ ଯନ୍ତ୍ରଣା ହୋଇଥାଏ ।
କିଛି ହେଇନଥିଲେ ଵି ଵାରମ୍ଵାର ଜୀଭ କଟିଵା,ମୁହଁରୁ ରକ୍ତ ଵାହାରିଵା ତାସହ ଵିନା କାରଣରେ ଦାନ୍ତରେ କଷ୍ଟ ଅନୁଭଵ ହେଵା ।ଯଦି କୌଣସି କାଠିକୁ ଵାଣୀରେ ଵନ୍ଧାଯାଇଥାଏ ତାହାଵି ଏକ ସଂଙ୍କେତ
କିଛି ହୋଇନଥିଵ ଖାଲି ଖାଲିରେ ଵିଜିନେସ୍ କିମ୍ଵା ସରକାରି ଚାକୀରି ଅଚାନକ ଛାଡିଵାକୁ ଇଛା ହେଵ । କାମରେ ମନ ଲାଗିଵନି ।
ଯଦି ଚାକୀରି ,ଟଙ୍କା ପଇସା ସଵୁ କିଛି ଥିଲେଵି କୌଣସି ଅସୁଵିଧା ନଥାଇ ଵାହାଘର ହେଇପାରୁନି । ତେଵେ ଲଗ୍ନରେ ଵାଧା ପ୍ରପ୍ତ ହୋଇଥାଇପାରେ ।