ଜ୍ୟୋତିଷ ଗଣନା ଅନୁସାରେ ସୌର ମଣ୍ଡଳରେ ୯ଟି ଗ୍ରହ ହୋଇଥାଏ । ଯେଉଁଥିରେ କିଛି ଗ୍ରହ ଶୁଭ ଫଳ ପ୍ରଦାନ କରିଥାନ୍ତି ତ କିଛି ଅଶୁଭ ମଧ୍ୟ । ଜ୍ୟୋତିଷରେ ମଙ୍ଗଳ ଗ୍ରହର ବିଶେଷ୍ୟ ମହତ୍ତ୍ୱ ହୋଇଥାଏ । ମଙ୍ଗଳକୁ କ୍ରୁର ଗ୍ରହ ମନା ଯାଇଥାଏ । ମଙ୍ଗଳ ଏନର୍ଜିର ପ୍ରତିକ ହୋଇଥାନ୍ତି । ଯେଉଁ ଜାତକର କୁଣ୍ଡଳୀରେ ମଙ୍ଗଳ ଗ୍ରହ ମଜଭୁତ ଏବଂ ଶୁଭ ସ୍ଥାନରେ ରହିଥାନ୍ତି । ସେହି ବ୍ୟକ୍ତି ନିଇ ଲକ୍ଷ୍ୟ ଏବଂ ଧ୍ୟାନ ପକ୍କା ହୋଇଥାଏ । ସେହିପରି ଯେଉଁ ଯେଉଁ ଜାତକର କୁଣ୍ଡଳୀରେ ମଙ୍ଗଳ ଗ୍ରହ ଦୁର୍ବଳ ଅବସ୍ଥାରେ ଥାଏ ତାହାକୁ ମଙ୍ଗଳ ଦୋଷ ସହିତ ତାଙ୍କୁ ଅନେକ କଷ୍ଟ ପଡ଼ିଥାଏ ।
୨୨ ମାର୍ଚ୍ଚରେ ମଙ୍ଗଳ ନିଜର ରାଶି ପରିବର୍ତ୍ତନ କରିଛି । ପାଖାପାଖି ୪୫ ଦିନ ପାଇଁ ମେଷ ରାଶିରେ ରହିବା ପରେ ମଙ୍ଗଳ ଏବେ ବୃଷ ରାଶିକୁ ପଳାୟନ କରିଛନ୍ତି । ମଙ୍ଗଳର ରାଶି ପରିବର୍ତ୍ତନ ଦ୍ୱାରା ସବୁ ୧୨ ରାଶିର ଜାତକ ଉପରେ କିଛି ସକରାତ୍ମକ ଏବଂ କିଛି ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ । ତେବେ ମଙ୍ଗଳ ଗ୍ରହର ପରିବର୍ତ୍ତନ ଦ୍ୱାରା କିଛି ରାଶି ସୁଖଶାନ୍ତିରେ ଉପଭୋଗ କରୁଥିବା ସମୟରେ କିଛି ରାଶି ପାଇଁ ଆଣିଥାଏ ଅନେକ କଷ୍ଟ ।
