ଗାଜର :-ଯଦି ଆପଣଙ୍କ ତ୍ଵଚାର ଚମକ ବଢାଇବାକୁ ଚାହିଁଛନ୍ତି ତେବେ ଗାଜର ହେଉଛି ଏକ ଲାଭଦାକ ଜିନିଷ । ଆପଣ ପ୍ରତିଦିନ ଗାଜରର ଜୁସ ପିଅନ୍ତୁ ନିଜ ସ୍କିନରେ ଚମକ ଆଣନ୍ତୁ ।
ପାଳକ:-ପାଳକ ଶାଗ ଖାଲି ଖାଇବାରେ ଯେତିକି ହିତ କର ହେଇଥାଏ ତାର ଜୁସ ମଧ୍ୟ ଦେହ ପାଇଁ ସେତିକି ଲାଭଦାୟକ ହୋଇଥାଏ ।
ଟୋମାଟ :-ସେହିପରି ଟୋମାଟ ଜୁସ ପିଇବା ଦ୍ଵାରା ତ୍ଵଚାର୍ ଅଧିକ ଚମକ ଆସିଥାଏ ତାହାସହ ତ୍ଵଚାରେ ଭଙ୍ଗ ମଧ୍ୟ ପଡିନଥାଏ ।
କାକୁଡି :-କାକୁଡିର ଜୁସ ମଧ୍ୟ ଦେହ ପାଇଁ ଓ ତ୍ଵଚା ପାଇଁ ଅନେକ ପ୍ରକାରର ଲାଭ ପ୍ରଦାନ କରିଥାଏ । ଏହି ଜୁସ ପିଇବା ଦ୍ଵାରା ତ୍ଵଚାକୁ ହାଇଡ୍ରେଟ ରଖେ ।
ଡାଳିମ୍ଵ :-ଆପଣଙ୍କ ତ୍ଵଚାର ଚମକ ବଢାଇବାକୁ ଚାହିଁଛନ୍ତି ତେବେ ଡାଳିମ୍ଵ ହେଉଛି ଏକ ଲାଭଦାକ ଜିନିଷ । ଆପଣ ପ୍ରତିଦିନ ଡାଳିମ୍ଵ ଜୁସ ପିଅନ୍ତୁ ନିଜ ସ୍କିନରେ ଚମକ ଆଣନ୍ତୁ ।
ଅମୃତଭଣ୍ଡା :-ଅମୃତଭଣ୍ଡା ଖାଲି ଖାଇବାରେ ଯେତିକି ହିତ କର ହେଇଥାଏ ତାର ଜୁସ ମଧ୍ୟ ଦେହ ପାଇଁ ସେତିକି ଲାଭଦାୟକ ହୋଇଥାଏ । ତେବେ ଏହି ଜୁସକୁ ପିଅନ୍ତୁ ସ୍କିନରେ ଚମକ ଆଣନ୍ତୁ