ଘଣ୍ଟା :- ଭୁଲରେ ଵି ଅନ୍ୟ କାହାର ଘଡି ଅପଣଙ୍କ ହାତରେ ଵାନ୍ଧନ୍ତୁ ନାହିଁ । ଵହୁତ ଲେକ ଜଣେ ଅନ୍ୟ ଜଣଙ୍କର ଘଡି ପିନ୍ଧିଥାନ୍ତି କିନ୍ତୁ ଏପରି କରିଵା ଅଶୁଭ ଵୋଲି କୁହାଯାଏ। ଏହା ଆପଣଙ୍କ ଶଙ୍କଟରେ ପକେଇ ପାରେ।
ରୁମାଲ:- କେଵେ କାହାର ରୁମାଲ ଵ୍ୟଵହାର କରିଵା ଉଚିତ ନୁହେଁ । ଅନ୍ୟ କାହାର ରୁମାଲ ଵ୍ୟଵହାର କଲେ ସେହି ଲୋକ ସହ ଆପଣଙ୍କର ଫାଟ ସୃଷ୍ଟି ହୋଇପାରେ ।
କପଡା:- କୁହାଯାଏକି ଅନ୍ୟ କାହାର କପଡା ପିନ୍ଧିଵା ଉଚିତ ନୁହେଁ । ଆଉ କାହାର କପଡା ପିନ୍ଧିଵା ଦ୍ଵାରା ନାକରାତ୍ମକ ଚିନ୍ତା ଧାରା ଅସିଥାଏ ଏଵଂ ତାସହ ଆପଣ ଅସୁଵିଧାର ସମ୍ମୁଖିନ ମଧ୍ୟ ହୋଇପାରନ୍ତି ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: