ପାକିସ୍ତାନ ଭାରତ ଠାରୁ ସବୁଠାରୁ ଅଧିକା କଟନ ନେଉଥିଲା। କିନ୍ତୁ ବର୍ତ୍ତମାନ ଏଥିପାଇଁ ବ୍ରାଜିଲ ଏବଂ ଆମେରିକା ଉପରେ ନିର୍ଭର କରୁଛି। କିନ୍ତୁ ଏଥିରେ ପାକ୍ କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏହି ସବୁ କାରଣରୁ ପୁଣି ଥରେ ପାକ୍ ର ବିଦେଶ ମନ୍ତ୍ରୀ ଭାରତ ସହ ବାଣିଜ୍ୟକ ସମ୍ପର୍କ ଗଢିବାକୁ ଇଛା ପ୍ରକାଶ କରିଛନ୍ତି। ଇଣ୍ଟରନ୍ୟାସନାଲ ମଞ୍ଚରେ ଏ କଥା ସିଧା ସିଧା ନ କହି ବୁଲେଇ ବଙ୍କେଇ କହିଛନ୍ତି ଡାର୍। ତେବେ ଏ ସମ୍ପର୍କରେ ଆଗକୁ କଣ ହେବ ତାହା ତ କହିହେବନି କିନ୍ତୁ ଏହାବ୍ୟତିତ ପାକ୍ ସହ ବାଣିଜ୍ୟକ ସମ୍ପର୍କ ପାଇଁ ଭାରତର ରାଜି ହେବା ଉପରେ ନିର୍ଭର କରେ। କାରଣ ଆତଙ୍କବାଦୀଙ୍କ ଦେଶ ପାକ୍। ଆତଙ୍କବାଦୀଙ୍କୁ ଜନ୍ମ ଦେଇଥାଏ ପାକିସ୍ତାନ । ପାକ୍ ସହ ଯକୌଣସି ସମ୍ପର୍କ ରଖିବକାକୁ କୌଣସି ଦେଶ ବହୁ ବାର୍ ଭାବିକ। ଭାରତ ଏକ ଧାର୍ମିକ ରାଷ୍ଟ୍ର ହୋଇଥିବା ବେଳେ ପାକ୍ ଏକ କ୍ରୁରତାର ରାଷ୍ଟ୍ର।
ଅଧିକ ପଢନ୍ତୁ ଭାରତ ଖବର