ଅଧିକ ପଢନ୍ତୁ ଭାରତ ଖବର
ଶିଶୁର କାନ୍ଦଶୁଣି ବୋରଓ୍ବଲ ଭିତରେ ଖସି ପଡିଥିବା ଜଣାପଡିଥିଲା । ଅଗ୍ନିଶମ ବାହିନୀ ପକ୍ଷରୁ ଶିଶୁଟିକୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ଶିଶୁଟିକୁ ଅକ୍ସିଜେନ ଯୋଗାଇ ଦିଆଯାଉଛି । ଶିଶୁଟି ପ୍ରାୟ ୧୬ ଫୁଟ ତଳେ ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏକ ମେଡିକାଲ ଟିମ୍ ଓ ଆମ୍ବୁଲାନ୍ସ ରଖାଯାଇଛି ।