ଡଃ.ରେଡ୍ଡୀ ଲାବୋରେଟୋରୀ 2 ଡିଜି ଔଷଧ ଭାରତର ପ୍ରମୁଖ ସରକାରୀ ତଥା ଘରୋଇ ଡାକ୍ତରଖାନାକୁ ଯୋଗାଇ ଦେବେ । ପ୍ରଥମ ସପ୍ତାହରେ କମ୍ପାନୀ ମେଟ୍ରୋ ସହର ଗୁଡିକୁ ସହର ହସ୍ପିଟାଲ ଗୁଡିକୁ ଏହି ଔଷଧ ଯୋଗାଇବ । ଏବଂ ପରବର୍ତ୍ତୀ ସମୟରେ ଭାରତର ଅନ୍ୟ ଅଞ୍ଚଳକୁ କମ୍ପାନୀ ଏହି ମେଡିସିନ ଯୋଗାଇବ । ଡ.ରେଡ୍ଡୀଙ୍କ ଦ୍ୱାରା ନିର୍ମିତ 2-ଡିଜିର ଶୁଦ୍ଧତା 99.5 ପ୍ରତିଶତ ରହିଛି ।
ଡିଆରଡିଓ ସେକ୍ରେଟାରୀ କହିଛନ୍ତି ଯେ, ଡଃ ରେଡ୍ଡୀ ଭଳି କମ୍ପାନୀ ସହ କାର୍ଯ୍ୟ କରି ଆମେ ବେଶ ଖୁସି ଅଛୁ । କରୋନା ମହାମାରୀ ଲଢେଇରେ ଡିଆରଡିଓ ସାମିଲ ହୋଇଛି । ଯାହାକୁ ନେଇ ଆମେ ବେଶ ଆନନ୍ଦିତ ।
Dr Reddy's Laboratories announces commercial launch of 2DG, an anti-COVID19 drug, says the pharmaceutical company pic.twitter.com/OnJbOKSj2c — ANI (@ANI) June 28, 2021