କର୍ତ୍ତବ୍ୟ ପଥରେ ଭାରତୀୟ ସେନା ତାର ପରାକ୍ରମ ଦେଖାଉଛି। ସ୍ୱଦେଶୀ ଶକ୍ତି ଏବଂ ସଂସ୍କୃତି ଅପୂର୍ବ ଝଲକ ଦେଖିବାକୁ ମିଳିଛି। ତେବେ ପ୍ରଥମ ଥର ପାଇଁ ଏହି ପରେଡ୍ରେ ଇଜିପ୍ଟ ସୌନ୍ୟ ଅଂଶଗ୍ରହଣ କରିଛନ୍ତି।
ଭାରତ ଖବର ଆହୁରି ପଢନ୍ତୁ
ନୂଆଦିଲ୍ଲୀ: ଆଜିର 74ତମ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କର୍ତ୍ତବ୍ୟପଥରେ ପହଞ୍ଚି ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ ଦିଲ୍ଲୀର କର୍ତ୍ତବ୍ୟପଥରେ ଚାଲିଛି ଭବ୍ୟ ପରେଡ୍। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି ଇଜିପ୍ଟ ରାଷ୍ଟ୍ରପତି ।
କର୍ତ୍ତବ୍ୟ ପଥରେ ଭାରତୀୟ ସେନା ତାର ପରାକ୍ରମ ଦେଖାଉଛି। ସ୍ୱଦେଶୀ ଶକ୍ତି ଏବଂ ସଂସ୍କୃତି ଅପୂର୍ବ ଝଲକ ଦେଖିବାକୁ ମିଳିଛି। ତେବେ ପ୍ରଥମ ଥର ପାଇଁ ଏହି ପରେଡ୍ରେ ଇଜିପ୍ଟ ସୌନ୍ୟ ଅଂଶଗ୍ରହଣ କରିଛନ୍ତି।
ଭାରତ ଖବର ଆହୁରି ପଢନ୍ତୁ