ଘର
ଭାରତ
"ଆମ ଦେଶର ସମ୍ବିଧାନ ସବୁଠୁ ପବିତ୍ର" :- ରାଷ୍ଟ୍ରପତି
"ଆମ ଦେଶର ସମ୍ବିଧାନ ସବୁଠୁ ପବିତ୍ର" :- ରାଷ୍ଟ୍ରପତି
by Swayangprajna Mishra
ଅର୍ଗସ ବ୍ୟୁରୋ : ଜାତୀୟ ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଭାରତକୁ ଲୋକତନ୍ତ୍ରର ଜନନୀ କହିଲେ ମହାମହିମ ରାଷ୍ଟ୍ରପତି । ସେ କହିଛନ୍ତି , ଆମ ଦେଶର ସବୁଠୁ ପବିତ୍ର ଗ୍ରନ୍ଥ ହେଉଛି ସମ୍ବିଧାନ । ଦେଶର ଆଶା , ଆକାଂକ୍ଷା ପୂରଣ କରିବାକୁ ସମସ୍ତେ ଆଗେଇ ଆସିବା ଦରକାର । ଏବେ ଭାରତରେ ସମାବେଶୀ ବିକାଶର ଦ୍ରୁତ ହେଉଛି । ବିଶ୍ବସ୍ତରୀୟ ଭିତ୍ତିଭୂମି ସୁଦୃଢ କରିବାକୁ ଭାରତର ପ୍ରୟାସ ପ୍ରଶଂସନୀୟ ।
ଅଧିକ ପଢନ୍ତୁ : ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ
ଆଜି ସମସ୍ତଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିପାରିଛି । ଭାରତ ଆଜି ଅଗ୍ରଣୀ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ତେବେ ସଂସଦର ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ, ଗୃହମନ୍ତ୍ରୀ , ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ, ପ୍ରହ୍ଲାଦ ଯୋଶୀ ଆଦି ଉପସ୍ଥିତ ଥିଲେ ।