ଅଧିକ ପଢନ୍ତୁ : ଫ୍ଲାଇଟ୍ ଭିତରେ ଆଣ୍ଟେଇ କଲେ ପ୍ରେମ ନିବେଦନ
ପ୍ରଥମ ଭାରତୀୟ କମ୍ପାନି ଭାବେ ଏୟାର ଇଣ୍ଡିଆ ଏଭଳି ବିମାନର ପରିଚାଳନା କରିବ । ପୂର୍ବରୁ ଏୟାର ଇଣ୍ଡିଆ ଚଉଡ଼ା ବିମାନ ଏ୩୩୦ ପରିଚାଳନା କରୁଛି । ପୂର୍ବରୁ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଏୟାର ଇଣ୍ଡିଆ ୨୦୦୫ ମସିହାଠାରୁ ନୂଆ ବିମାନ କିଣିନାହିଁ । ଶେଷଥର ପାଇଁ ୨୦୦୫ରେ ଏୟାର ଇଣ୍ଡିଆ ୧୧୧ଟି ବିମାନ କିଣିବା ଲାଗି ଅର୍ଡର ଦେଇଥିଲା । ସେଥିରୁ ବୋଇଂଠାରୁ ୬୮ଟି ଏବଂ ଏୟାରବସଠାରୁ ୪୩ଟି ବିମାନ କିଣିବା ଚୁକ୍ତି ହୋଇଥିଲା ।