ଏହାପରେ ହାଇଦ୍ରାବାଦରେ ନ୍ୟାସନାଲ ଫୋରେନସିକ ଲାବୋରୋଟାରିର ଉଦଘାଟନ କରିଛନ୍ତି ଶାହ । CFSL କ୍ୟାମ୍ପସରେ ଏହାର ଉଦଘାନ ହୋଇଯାଇଛି । ପରେ ଏକ କର୍ମୀ ସମ୍ମିଳନୀରେ ମଧ୍ୟ ଯୋଗଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ ।
ବେଗମପେଟ ବିମାନ ବନ୍ଦରରେ ପହଞ୍ଚିବା ପରେ ଶାହଙ୍କୁ ସ୍ବାଗତ ଜଣାଇଥିଲେ ବିଜେପି କର୍ମୀ

ଅର୍ଗସ ବ୍ୟୁରୋ : ଆଜି ହାଇଦ୍ରାବାଦ ଗସ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବେଗମପେଟ ବିମାନ ବନ୍ଦରରେ ପହଞ୍ଚିବା ପରେ ଶାହଙ୍କୁ ସ୍ବାଗତ ଜଣାଇଥିଲେ ବିଜେପି କର୍ମୀ ।
Download Argus News App
