ଆଜି ମନିଷ ସିସୋଦିଆଙ୍କ ବାସଭବନ ଆଗରେ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରା ଯାଇଥିଲା । ଦିଲ୍ଲୀର ଉପ-ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅବକାରୀ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୨୦୨୧-୨୨ ନିୟମର ଉଲଙ୍ଘନ ତଥା ପ୍ରକ୍ରିୟାଗତ ତୃଟି ବାବଦରେ ସିବିଆଇ ଯାଂଚ ପାଇଁ ସୁପାରିଶ କରିଛନ୍ତି ଦିଲ୍ଲୀ ଉପ ରାଜ୍ୟପାଳ ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଅଡ଼ୁଆରେ ଦିଲ୍ଲୀର ଆପ୍ ସରକାର

ଅର୍ଗସ ବ୍ୟୁରୋ : ଅବକାରୀ ନୀତିରେ ହେରଫେର କରି ଏବେ ଅଡ଼ୁଆରେ ଦିଲ୍ଲୀର ଆପ୍ ସରକାର । ମଦ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଫସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ନିଜ ସାଧୁତା ବାବଦରେ ଡିଡିମ୍ବ ପିଟୁଥିବା କେଜ୍ରିଓ୍ବାଲ ସରକାରର ଏହି ଦୁର୍ନୀତିକୁ ନେଇ ଘେରିଛି ବିଜେପି ।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
