ଅଧିକ ପଢନ୍ତୁ: `ଦେଶରେ G-20ର ଆୟୋଜନ ଭାରତ ପାଇଁ ବହୁତ ବଡ଼ ପଦକ୍ଷେପ'
ଏଥିପାଇଁ ସେଠାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବିଦେଶୀ ପ୍ରତିନିଧିମାନେ ଯେପରି ଆସାମର କଳା ସଂସ୍କୃତି ସହିତ ପରିଚିତ ହେବାସହ ଭାରତର ସଂସ୍କୃତି ଓ ଐତିହ୍ୟର ପରିଚୟ ପାଇପାରିବେ ସେଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।
ଅଧିକ ଭାରତ ଖବର ପଢ଼ନ୍ତୁ