ଏମିତି ସରକାରଙ୍କୁ ବିଦାୟ କରିବା ସମୟ ଆସିଛି କି ନାହିଁ ? ଓଡ଼ିଶାରେ ହତ୍ୟା ମାମଲାରେ 3 ମନ୍ତ୍ରୀଙ୍କ ନାଁ ଉଠିଥିଲା କି ନାହିଁ ? ରକ୍ଷକ ଏଠି ଯଦି ଭକ୍ଷକ ସାଜିବ, ତେବେ ଏ ସରକାରକୁ ବିଦାୟ ଦେବା କି ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷିତ ନୁହେଁ । ନକଲି ସରକାର ବୋଲି ନକଲି ଚାବି କଥା ଉଠାଉଛନ୍ତି।
ନକଲି ସରକାର, ରକ୍ଷକ ସାଜିଛି ଭକ୍ଷକ । ଓଡ଼ିଶା ରେ ହତ୍ୟା ମାମଲାରେ 3 ମନ୍ତ୍ରୀଙ୍କ ନାଁ ଉଠିଥିଲା କି ନାହିଁ ? ରକ୍ଷକ ଏଠି ଯଦି ଭକ୍ଷକ ସାଜିବ, ତେବେ ଏ ସରକାରକୁ ବିଦାୟ ଦେବା କି ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷିତ ନୁହେଁ । ନକଲି ସରକାର ବୋଲି ନକଲି ଚାବି କଥା ଉଠାଉଛନ୍ତି ବୋଲି କହିଛନ୍ତି ନଡ୍ଡା ।
ସେପଟେ ସନ୍ଧ୍ୟାରେ ନଡ୍ଡାଙ୍କ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ଅଠରନଳା ଛକ ପାଖରେ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବେ । ପୁରୀରେ ଆଜି ରାତି ରହଣୀ ପରେ ସକାଳୁ ଭଦ୍ରକ ଧାମନଗର ଯିବେ । ସେଠାରେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାର ଲୋକଙ୍କୁ ଭେଟିବେ । କଟକ ଓଲଟପୁର ନିରତାରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ରାଜଧାନୀ ଫେରି ଜନତା ମଇଦାନରେ ଦଳର ୭ଟି ମୋର୍ଚ୍ଚା ପଦାଧିକାରୀଙ୍କୁ ସମ୍ବୋଧିତ କରିବେ ।
ରାଜନୀତି ଖବର ଆହୁରି ପଢନ୍ତୁ ।