ଟିଏମସି ନେତା ଅଭିଷେକ ବାନାର୍ଜୀ ଶନିବାର ପୂର୍ବ ମେଦିନପୁରର କୋଣ୍ଟାଇସ୍ଥିତ କଲେଜ ଗ୍ରାଉଣ୍ଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ଏଠାରେ ରାଲି ପୂର୍ବରୁ ଏହି ବିସ୍ଫୋରଣ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ଭାରତ ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗର ପୂର୍ବ ମେଦିନପୁରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଟିଏମସି କର୍ମୀ ଥିବା କୁହାଯାଉଛି। ପୂର୍ବ ମେଦିନପୁରର ଅର୍ଜ୍ଜୁନନଗର ଅଞ୍ଚଳରେ ଟିଏମସି ନେତା ଅକ୍ଷୟ ରାଜକୁମାର ମନ୍ନାଙ୍କ ଗରେ ଏହି ବିସ୍ପୋରଣ ହୋଇଥିବା ସୂଚନା ମିଳିଛି।