ଏପରି ବ୍ୟକ୍ତିଙ୍କ ପକେଟ୍କୁ ଟଙ୍କା ଆସେ କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ରହିନଥାଏ। କିଛିନା କିଛି ବାଟରେ ଖର୍ଚ୍ଚ ହୋଇଯାଇଥାଏ। ଚାଣକ୍ୟଙ୍କ ଅନୁସାରେ ମଣିଷଙ୍କୁ ଦାନ କରିବା ଆବଶ୍ୟକ କିନ୍ତୁ ନିଜ ସାମର୍ଥ୍ୟ ଅନୁସାରେ ଦାନ କରିବା ଦରକାର । ଅଧିକ ଦାନ କରିବା ମଧ୍ୟ ବ୍ୟକ୍ତି ପାଇଁ କ୍ଷତିକାର। ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଟଙ୍କାକୁ ନେଇ କେବେ ଆତ୍ମଗର୍ବ କରିବନି କାରଣ ଅହଙ୍କାର ବ୍ୟକ୍ତିକୁ ବର୍ବାଦ କରିଦେଇଥାଏ। ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଟଙ୍କାର ଅହଙ୍କାର ଥାଏ ସେମାନଙ୍କ ନିକଟରେ ଅଧିକ ସମୟ ପର୍ଯ୍ୟନ୍ତ ରହିନଥାଏ।
ଅଧିକ ପଢନ୍ତୁ ଭାରତ ଖବର