Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଏକତରଫା ପ୍ରେମର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା ଉଦ୍ୟମ କଲା ସ୍ୱାମୀ
ନିର୍ବାଚନ ପୂର୍ବରୁ ବୋରିଗୁମ୍ମାରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ
ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ପୁଣି ବୋରିଗୁମ୍ମାରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ। ଆଦିବାସୀ ଅଞ୍ଚଳରେ ମଦ ବିକ୍ରିକୁ ବିରୋଧ କରିଛନ୍ତି ଶହ ଶହ ଆଦିବାସୀ ମହିଳା।ଏମିତି କି ବେଆଇନ ଭାବେ ମଦ ବିକ୍ରି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଅଭିଯୋଗ ବି କରିଛନ୍ତି ଏମାନେ। ଆଉ ଗାଁରେ ମଦବିକ୍ରି ବନ୍ଦ କରିବା ନେଇ ଶହ ଶହ ମହିଳା ଓ ପୁରୁଷ ରାଲି କରି ଜ
ଓଡିଶା ଗସ୍ତରେ ହେଭିୱେଟ୍
ଅର୍ଗସ ବ୍ୟୁରୋ: ଓଡିଶା ଗସ୍ତରେ ହେଭିୱେଟ୍ । ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଜଣଙ୍କ ପରେ ଜଣେ ହେଭିୱେଟ୍ ନେତା ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୮ରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ୮ ତାରିଖରେ ରାଜନାଥ ସିଂ ରାୟଗଡ଼ା ଗସ୍ତ କରିବେ । ୧୨ରେ ପୁଣି ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପା