ପରାଗଙ୍କୁ ୫୧ ବର୍ଷ ହୋଇଥିଲେ। ହାସ୍ୟ କଳାକାର ସୁନୀଲ ପାଲ ଆଜି ପ୍ରଥମେ ପରାଗଙ୍କ ବିୟୋଗ ସଂପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ନୂଆଦିଲ୍ଲୀ: ପ୍ରଖ୍ୟାତ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରେ ଆଉ ଜଣେ ହାସ୍ୟ କଳାକାରଙ୍କ ମୃତ୍ୟୁ ହୋଇଛି। ‘ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ’ର ସଫଳ ପ୍ରତିଯୋଗୀ ପରାଗ କଂସାରାଙ୍କ ହୃଦ୍ଘାତରେ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।
ପରାଗଙ୍କୁ ୫୧ ବର୍ଷ ହୋଇଥିଲେ। ହାସ୍ୟ କଳାକାର ସୁନୀଲ ପାଲ ଆଜି ପ୍ରଥମେ ପରାଗଙ୍କ ବିୟୋଗ ସଂପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।