Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ବଜ୍ରପାତରେ ମା-ପୁଅ ମୃତ
ଲୋକସଭା ନିର୍ବାଚନ ଚାଲିଥିବା ବେଳେ ପୁଣି ଥରେ ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ମମତାଙ୍କ ପିଛା ଛାଡୁନି ଦୁର୍ଘଟଣା । ପୁଣି ଥରେ ଦୁର୍ଘଟଣାର ଶିକାର ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଲୋକସଭା ନିର୍ବାଚନ ଚାଲିଥିବା ବେଳେ ପୁଣି ଥରେ ଆହତ ହୋଇଛନ୍ତି । ପ୍ରଚାର ପାଇଁ ଯିବା ବେଳେ ଏହି ଅଘଟଣ ଘଟିଛି। ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ଆହତ ହୋଇଛନ୍ତି । ହେଲିକପ୍ଟରରେ ଚଢ଼ିବା ବେଳେ ସେ ପଡ଼ି ଯାଇଥିଲେ
ନିଜ ମୁହଁରେ ମାନିଲେ ନବୀନ ସରକାର ବିକାଶ କରିବାରେ ଅସଫଳ ?
ଅର୍ଗସ ବ୍ୟୁରୋ: ପୁଣି ବିବାଦରେ ପାଣ୍ଡିଆନ । କହୁକହୁ କହିଲେ, ନବୀନଙ୍କ ଇଞ୍ଜିନ ବହୁତ ଭଲ । ତାଙ୍କ ନେତୃତ୍ଵରେ ବିକାଶ ବଢିଆ ହେବ । କିନ୍ତୁ ତାଙ୍କ ନେତୃତ୍ଵରେ ବିକାଶ କେମିତି ହେଉଛି ସେ କଥାବି କହିଦେଲେ ପାଣ୍ଡିଆନ । । ତାଙ୍କ କଥା ଶୁଣିବା ପରେ ଆପଣ ନିଜେ ଜାଣିସାରିଥିବେ ନବୀନଙ୍କ ଇଞ୍ଜିନ ବିକାଶ କେମିତି କରୁଛି ? ପାଣ୍ଡିଆନଙ୍କ ଭାଷାରେ ନବୀନ ଇଞ୍ଜିନ ବହୁତ ଭଲ ବିକାଶ କଲେ