ନୋବେଲ୍ ଶାନ୍ତି ପୁରସ୍କାର ଦୌଡରେ ସବୁଠାରୁ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯୁଦ୍ଧ ରୋକିବାରେ ସଫଳ ହୋଇଥିବା ନୋବେଲ୍ ପୁରସ୍କାର ଚୟନ କମିଟି ସଦସ୍ୟଙ୍କ ସୂଚନା ପରେ, ଆମ ଦେଶର ଲୋକେ ବି ଆନନ୍ଦିତ।
ମୋଦି ଜୀଙ୍କ ଲୋକପ୍ରିୟତା ବଢିଛି। ସାରା ବିଶ୍ୱରେ ଶାନ୍ତି ବଜାୟ ରଖିବା ପାଇଁ ଭାରତର ଯୋଗଦାନ ବେଶ୍ ଅଧିକ ବୋଲି ଚର୍ଚ୍ଚା ହେଉଛି । କରୋନା ସମୟରେ ସାରା ବିଶ୍ୱକୁ ଭାରତ ପକ୍ଷରୁ ଟିକା ଯୋଗାଣ ହୋଇଥିଲା। ବସୁଧୈବ କୁଟୁମ୍ବକମ୍ ନ୍ୟାୟକୁ ଭାରତ ହିଁ ପ୍ରତିପାଦିତ କରିଥିଲା। ଯାହା ଅନେକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ବଡ ଯୋଗଦାନ ଥିଲା।
ନୋବେଲ୍ ପୁରସ୍କାର ଚୟନ କମିଟି ଭାରତ ଆସିଛନ୍ତି । ଚଳିତ ନୋବେଲ୍ ଶାନ୍ତି ପୁରସ୍କାର ଦୌଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନାମ ଆଗରେ ଥିବା ଏହି ଟିମ୍ କହିଛି। ଡେପୁଟୀ ଲିଡର୍ ଏସ୍ଲେ ଟୋଜେ ଏ କଥାକୁ ସ୍ପଷ୍ଟ କରିଛନ୍ତି। କହିଛନ୍ତି ମୋଦୀ ଜଣେ ଶକ୍ତିଶାଳୀ ନେତା । ବିଶ୍ୱ ଶାନ୍ତି ପ୍ରତିଷ୍ଠାରେ ତାଙ୍କର ଯୋଗଦାନ ବେଶ୍ ଅଧିକ।
PM Narendra Modi is the biggest contender for the Nobel Peace Prize. He is continuously working for World peace and also has the ability to restore the World-Peace order. : Deputy leader of Nobel Prize Comittee pic.twitter.com/qlAShMscaP — Megh Updates 🚨™ (@MeghUpdates) March 15, 2023