୨ ଓଡ଼ିଆଙ୍କ ସହ ଆଜି ଆଉ ୪ ଜଣଙ୍କୁ ଗିରଫ କଲା NCB । ମନୀଷଙ୍କ ଠାରୁ ୨.୪ ଗ୍ରାମ ଗଂଜେଇ ଜବତ ହୋଇଥିବା ନେଇ କୋର୍ଟଙ୍କୁ ଜାଣାଇଲା NCB । ସେମିତି ଅଭିନ କ୍ରୁଜ୍ରେ ୨ଥର ଗଂଜେଇ ଟାଣିଥିବା ମାନିଛନ୍ତି କହିଲା NCB ।
ଡ୍ରଗ୍ସପାର୍ଟି ମାମଲା; ଅଭିଯୁକ୍ତଙ୍କ ମଧ୍ୟରେ ୨ ଓଡ଼ିଆ
Download Argus News App
