2018ରୁ ଏ ପର୍ଯ୍ୟନ୍ତ ସମସ୍ତ ବଣ୍ଡର ହିସାବ election commision of india ଙ୍କ ପାଖରେ ତିନି ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
2017 ରୁ ଏହି ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ 2018 ରେ କାର୍ଯ୍ୟକାରୀ ହୋଇଥିଲା । ଏହି ବଣ୍ଡ୍ ମାଧ୍ୟମରେ ବ୍ୟକ୍ତି ରାଜନୈତିକ ଦଳକୁ ସହଯୋଗ କରିଥିଲେ । କିନ୍ତୁ ଏହାର କୌଣସି ପ୍ରକାର ପରିଚୟ ଜଣା ପଡୁନଥିଲା କିଏ ଅର୍ଥ ଦେଇଛି । କେତେ ଦେଉଛି । ନାମ ଓ ଠିକଣା କିଛି ବି ଜଣା ପଡୁନଥିଲା । ଯାହାକି RTI act 19,(1)କ ର ନିୟମ ଉଲଘଂନ କରୁଛି ।
ବଣ୍ଡ୍ ର ହିସାବ ତିନି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ