ତେବେ ରାତି ରାତି ପ୍ରାୟ ୪ ଟା ୩୦ରେ ଫେସବୁକ୍ ଟ୍ୱିଟ୍ କରି ସେବାଗୁଡିକ ପୁନଃସ୍ଥାପିତ ହୋଇଥିବା ସୂଚନା ଦିଆଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକର ଅଚାନକ୍ ଡାଉନ୍ ପରେ ଏହା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ । କିଛି ଲୋକ ଏହାକୁ ସାଇବର ଆକ୍ରମଣ ବୋଲି କହିଥିବା ବେଳେ କେହି କେହି ଏହା DNS ପ୍ରସଙ୍ଗ ବୋଲି କହିଛନ୍ତି। ଅନ୍ୟପଟେ ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି ଫେସଵୁକ୍ ।
ପୁଣି ଆରମ୍ଭ ହେଲା ଫେସବୁକ୍, ହ୍ୱାଟସ୍ଆପ୍ ଏବଂ ଇନଷ୍ଟାଗ୍ରାମ୍
Download Argus News App
