Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଆହୁରି ୪ ଦିନ ଜାଳିବ ତାତି...
ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ, 1200ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ ଭିତରେ
ଅର୍ଗସ ବ୍ୟୁରୋ: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। 13 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 88ଟି ଆସନରେ ଭୋଟିଂ ଶେଷ ହୋଇଛି। 1200ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ ଭିତରେ କଏଦ ହୋଇଛି। ଛୋଟ ମୋଟ ହିଂସାକାଣ୍ଡ ଓ ପଶ୍ଚିମବଙ୍ଗର ବାଲୁରଘାଟରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ହଙ୍ଗାମା ସହ ଭୋଟିଂ ହୋଇଛି। ତ୍ରିପୁରାର
ଓଡ଼ିଶା ଉପରେ ବିଜେପିର ଫୋକସ, ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା
ଅର୍ଗସ ବ୍ୟୁରୋ: ଓଡ଼ିଶା ଉପରେ ବିଜେପିର ଫୋକସ । ଅମିତ ଶାହଙ୍କ ପରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ନଡ୍ଡା । ନଡ୍ଡାଙ୍କର ବ୍ରହ୍ମପୁର ଓ ନବରଙ୍ଗପୁରରେ କାର୍ଯ୍ୟକ୍ରମ ରହିଛି । 28ରେ ବ୍ରହ୍ମପୁରରେ ସାଧାରଣ ସଭାରେ ଯୋଗଦେବା ସହ ନବରଙ୍ଗପୁରରେ କାର୍ଯ୍ୟକର୍ତ୍ତା ବୈଠକରେ ମଧ୍ୟ ସାମିଲ୍ ହେବେ । ସେହିପରି କେନ୍ଦ୍